Odisha

Kubera Chandra Sethi

କୁବେର ଚନ୍ଦ୍ର ସେଠୀ
ପିତା- ବ୍ରଜମୋହନ ସେଠୀ
ଜନ୍ମ- 1960
ପାଲା ଶିକ୍ଷା ଆରମ୍ଭ-1985
ଗୁରୁ- ଲକ୍ଷ୍ମଣ ଚରଣ ରାଉତ

Kubera Chanra Sethi
Source- Laxman Charan Rout

 

Rabinarayan Panda

ରବିନାରାୟଣ ପଣ୍ଡା
ପିତା- ସ୍ବପ୍ନେଶ୍ବର ପଣ୍ଡା 
ଜନ୍ମ- 1937
ପାଲା ଶିକ୍ଷା ଆରମ୍ଭ-1962
ଗୁରୁ- ପୀତବାସ ତାବାଜ

Rabinarayan Panda
Source: Laxman Rout

 

Abhayanath Behera

ଅଭୟନାଥ ବେହେରା
ପିତା- ବ୍ରଜମୋହନ ବେହେରା
ଜନ୍ମ- 1926
ପାଲା ଶିକ୍ଷା ଆରମ୍ଭ-1955
ଗୁରୁ- ରମେଶ ଚନ୍ଦ୍ର ଦାଶ
 

Abhayanath Behera

 

2 Hariballabh Dash

ଗାୟକ ମହାରଥୀ ହରିବଲ୍ଲଭ ଦାଶ
ପାଲା ଜଗତକୁ ଯେଉଁ କେତେଜଣ ଉଚ୍ଚଶିକ୍ଷିତ ବ୍ୟକ୍ତି ପ୍ରବେଶ କରିଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ହରିବଲ୍ଲଭ ଦାଶ । ବିଶେଷ କରି ପାଲାରେ ଇଂରାଜୀ ସାହିତ୍ୟର ପ୍ରବେଶ କରାଇ ସେ ଏକ ନୂଆ ଧାରା ସୃଷ୍ଟି କରିଛନ୍ତି, ପାଲାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।