Nityananda Barik
ପଣ୍ଡିତ ନିତ୍ୟାନନ୍ଦ ବାରିକ
ପଣ୍ଡିତ ନିତ୍ୟାନନ୍ଦ ବାରିକ
ଗାୟକ ସୁଧାକର ପ୍ରଫେସର ନିରଞ୍ଜନ ପଣ୍ଡା
ଗାୟକ ବାଣୀଭାସ୍କର ଉଗ୍ରସେନ ପାଢୀ
ପଦ୍ମ ଗାୟକ ନକୁଳ ନାଥଶର୍ମା
ସ୍ୱତନ୍ତ୍ର ଗାୟନ ଶୈଳୀ ପାଇଁ ପାଲା ଜଗତରେ ପରିଚିତ ଗାୟକ ପଦ୍ମ, ନକୁଳ ନାଥଶର୍ମା । ଅତି ସୁମଧୁର କଣ୍ଠ ସହ ଲାଲିତ୍ୟପୂର୍ଣ୍ଣ ଗାୟନ ତାଙ୍କୁ ସାରା ରାଜ୍ୟରେ ପ୍ରତିଷ୍ଠା ଦେଇଛି । ୧୯୫୧ ମସିହା ଜାନୁଆରୀ ୨୯ ତାରିଖରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଗୁହାଳି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ନକୁଳ ନାଥଶର୍ମା । ବାପା ଶିବନାଥ ଶର୍ମା ଏବଂ ମାଆ ଅନ୍ନପୂର୍ଣ୍ଣା ଦେବୀଙ୍କର ୪ ପୁଅ ଏବଂ ଗୋଟିଏ ଝିଅ ମଧ୍ୟରେ ସବୁଠୁ ସାନ ହେଉଛନ୍ତି ନକୁଳ ।
ଗାୟକ ସୁଧାକର ଯୁଧିଷ୍ଠିର ପରିଜା
ବରିଷ୍ଠ ଗାୟକ ଅମରନାଥ ନାୟକ
ସେ ଜଣେ ଦୃଷ୍ଟିଶକ୍ତୀ ନଥିବା ଗାୟକ, ପିଲାଦିନରୁ ଦୁନିଆର ରଙ୍ଗ କଣ ତାଙ୍କୁ ଜଣାନାହିଁ, ହେଲେ ସେ ଦୁନିଆକୁ ସାହିତ୍ୟର ରଙ୍ଗରେ ଏମିତି ରଙ୍ଗେଇ ଦିଅନ୍ତି ଯେ, ଲୋକେ ତାଙ୍କ ପାଲା ଦେଖୁଥିଲେ ଅଧାରୁ ଛାଡିଯିବାକୁ ମନ କରିନଥାନ୍ତି । ସେ ଯେତେବେଳେ ଶ୍ରବଣ କୁମାର ବିଷୟ ପରିବେଷଣ କରନ୍ତି, କରୁଣ ରସରେ ଏଭଳି ଆଚ୍ଛନ୍ନ କରି ରଖନ୍ତି ଯେ, ଦର୍ଶକଙ୍କ ଆଖିରେ ଲୁହ ଆସିଯାଏ । ନିଜେ ଜନ୍ମାନ୍ଧ ହୋଇଥିବାରୁ ଜନ୍ମାନ୍ଧ ବାପା ମାଆଙ୍କର ପୁଅ ଶ୍ରବଣ କୁମାର ସହ ସମ୍ପର୍କର ଏଭଳି ଚିତାକର୍ଷକ ବର୍ଣ୍ଣନା କରନ୍ତି ଯାହା ଅନନ୍ୟ । ସେହି ଯୋଗଜନ୍ମା ଗାୟକ ହେଉଛନ୍ତି ଅମରନାଥ ନାୟକ ।
ଗାୟକ ତରଙ୍ଗ ଦଣ୍ଡପାଣି ବାରିକ
ଗ୍ରାମ- ହରିପୁର
ଭାୟା-ଭୂଷଣ୍ଡପୁର
ମୋ-7377344087
ଜନ୍ମ- 22.03.1947
ପିତା- ଗୁରୁବାରୀ ବାରିକ
ମାତା- ତଅପୋଇ ବାରିକ
ଶିକ୍ଷାଗତ ଯୋଗ୍ୟତା- ତୃତୀୟ
ପାଲା ଆରମ୍ଭ କାଳ- 11.02.1977
ଗୁରୁ- ଗାୟକ ପ୍ରଦୀପ ଭ୍ରମରବର ମହାରଣା
ଗାୟକ ବାସ୍ତବବାଦୀ ବଂଶୀଧର ଦାଶ
ଗ୍ରାମ- ପମସରା
ପୋ-କାଈରୀ
ଭାୟା-ପିପିଲି
ମୋ-7008285382, 9938044214
ଶିକ୍ଷାଗତ ଯୋଗ୍ୟତା- ବି.ଏ. ବିଇଡି
ପେଶା- ଶିକ୍ଷକତା, ପୌରହିତ୍ୟ
ନିଶା- ପାଲା ଗାୟନ
ପାଲା ଆରମ୍ଭ କାଳ- 11.02.1990
ଗୁରୁ- ଗାୟକ ପରମହଂସ ଶଙ୍କର ପଣ୍ଡା
ଗାୟକ କୌସ୍ତୁଭ ରବୀନ୍ଦ୍ର କୁମାର ସାମନ୍ତରାୟ
ପିତା- ପଦ୍ମନାଭ ଦାଶ
ମାତା- ମନୋରମା ଦାଶ
ପତ୍ନୀ- ନମିତା ଦାଶ
2000-2001 ମସିହାରେ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଫେଲୋସିପ ପ୍ରାପ୍ତ
ଗାୟକ ବାଗ୍ମୀ ନାରାୟଣ ମହାରଣା
ଜଣ ପ୍ରସିଦ୍ଧ ପାଲା ଗାୟକ ଭାବେ ଓଡିଶାର ପୁରପଲ୍ଲୀରେ ପରିଚିତ ଗାୟକ ବାଗ୍ମୀ ନାରାୟଣ ମହାରଣା । ଉଚ୍ଚକୋଟୀର ଗାୟନ ଶୈଳୀ ପାଇଁ ପାଲା ଜଗତରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ଯେଉଁ ସମୟରେ ଯୁବପୀଢି ପାଲାଠାରୁ ଦୂରେଇ ଯାଉଥିବାର କୁହାଯାଉଛି, ସେହି ସମୟରେ ନାରାୟଣ ମହାରଣାଙ୍କ ପାଲା ଯେଉଁମାନଙ୍କ କାନରେ ଥରେ ପଡୁଛି, ସେହି ଯୁବକମାନେ ଶେଷ ପର୍ଯ୍ୟନ୍ତ ଅଟକି ରହୁଛନ୍ତି ଆଉ ମନଧ୍ୟାନ ଦେଇ ପାଲା ଶୁଣୁଛନ୍ତି ।
ଗାୟକ ବିମଳ ବିଚିତ୍ରାନନ୍ଦ ପଟ୍ଟନାୟକ