Shashibhusan Nandasharma
ଶଶିଭୂଷଣ ନନ୍ଦଶର୍ମା
ଗାୟକ କାବ୍ୟାଳଙ୍କାର
ଶଶିଭୂଷଣ ନନ୍ଦଶର୍ମା
ଗାୟକ କାବ୍ୟାଳଙ୍କାର
ଗାୟକ ବାଣୀକଣ୍ଠ ବନମାଳି ପତି
ନିଆରା ଶୈଳୀରେ ପାଲା ଗାୟନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଗାୟକ ବନମାଳୀ ପତି । ପାଲା ଜଗତରେ ଯେଉଁ କେତେଜଣ ଗାୟକ ସୁମଧୁର କଣ୍ଠରେ ପାଲା ଗାୟନ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥାନ୍ତି ସେମାନଙ୍କ ମଧ୍ୟରେ ବନମାଳି ପତି ଅନ୍ୟତମ ।
ଗାୟକ ବାଗ୍ମୀ ନାରାୟଣ ମହାରଣା
ଜଣ ପ୍ରସିଦ୍ଧ ପାଲା ଗାୟକ ଭାବେ ଓଡିଶାର ପୁରପଲ୍ଲୀରେ ପରିଚିତ ଗାୟକ ବାଗ୍ମୀ ନାରାୟଣ ମହାରଣା । ଉଚ୍ଚକୋଟୀର ଗାୟନ ଶୈଳୀ ପାଇଁ ପାଲା ଜଗତରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ଯେଉଁ ସମୟରେ ଯୁବପୀଢି ପାଲାଠାରୁ ଦୂରେଇ ଯାଉଥିବାର କୁହାଯାଉଛି, ସେହି ସମୟରେ ନାରାୟଣ ମହାରଣାଙ୍କ ପାଲା ଯେଉଁମାନଙ୍କ କାନରେ ଥରେ ପଡୁଛି, ସେହି ଯୁବକମାନେ ଶେଷ ପର୍ଯ୍ୟନ୍ତ ଅଟକି ରହୁଛନ୍ତି ଆଉ ମନଧ୍ୟାନ ଦେଇ ପାଲା ଶୁଣୁଛନ୍ତି ।
ଗାୟକ ଶେଖର ଜଗନ୍ନାଥ ବେହେରା