Kubera Chandra Sethi
କୁବେର ଚନ୍ଦ୍ର ସେଠୀ
ପିତା- ବ୍ରଜମୋହନ ସେଠୀ
ଜନ୍ମ- 1960
ପାଲା ଶିକ୍ଷା ଆରମ୍ଭ-1985
ଗୁରୁ- ଲକ୍ଷ୍ମଣ ଚରଣ ରାଉତ
କୁବେର ଚନ୍ଦ୍ର ସେଠୀ
ପିତା- ବ୍ରଜମୋହନ ସେଠୀ
ଜନ୍ମ- 1960
ପାଲା ଶିକ୍ଷା ଆରମ୍ଭ-1985
ଗୁରୁ- ଲକ୍ଷ୍ମଣ ଚରଣ ରାଉତ
ରବିନାରାୟଣ ପଣ୍ଡା
ପିତା- ସ୍ବପ୍ନେଶ୍ବର ପଣ୍ଡା
ଜନ୍ମ- 1937
ପାଲା ଶିକ୍ଷା ଆରମ୍ଭ-1962
ଗୁରୁ- ପୀତବାସ ତାବାଜ
ଅଭୟନାଥ ବେହେରା
ପିତା- ବ୍ରଜମୋହନ ବେହେରା
ଜନ୍ମ- 1926
ପାଲା ଶିକ୍ଷା ଆରମ୍ଭ-1955
ଗୁରୁ- ରମେଶ ଚନ୍ଦ୍ର ଦାଶ
ଗାୟକ ଭୂଷଣ କରୁଣାସିନ୍ଧୁ ନାୟକ
ଗାୟକ ଭୂଷଣ ଘନଶ୍ୟାମ ନାୟକ
ଗାୟକ ରତ୍ନାକର, ପୁରୁଷ ସରସ୍ୱତୀ କାହ୍ନୁଚରଣ ପତ୍ରୀ
ଗାୟକ ମହାରଥୀ ହରିବଲ୍ଲଭ ଦାଶ
ପାଲା ଜଗତକୁ ଯେଉଁ କେତେଜଣ ଉଚ୍ଚଶିକ୍ଷିତ ବ୍ୟକ୍ତି ପ୍ରବେଶ କରିଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ହରିବଲ୍ଲଭ ଦାଶ । ବିଶେଷ କରି ପାଲାରେ ଇଂରାଜୀ ସାହିତ୍ୟର ପ୍ରବେଶ କରାଇ ସେ ଏକ ନୂଆ ଧାରା ସୃଷ୍ଟି କରିଛନ୍ତି, ପାଲାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।
ଗାୟକଶ୍ରୀ ଦାମୋଦର ଦାଶ
ପାଲା ଜଗତକୁ ଯେଉଁ କେତେଜଣ ଉଚ୍ଚ ଶିକ୍ଷିତ ଗାୟକ ଆସି ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକଶ୍ରୀ ଦାମୋଦର ଦାଶ । ୧୯୫୩ ମସିହା ଡିସେମ୍ବର ୧୧ ତାରିଖରେ ଭଦ୍ରକ ଜିଲ୍ଲାର ଧାମନଗର ନିକଟ ପଳିକିରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଦାମୋଦର । ବାପା କାର୍ତିକ ଚନ୍ଦ୍ର ଦାଶ ଓ ମାଆ ରୁକ୍ମିଣୀ ଦେବୀଙ୍କ ଜ୍ୟେଷ୍ଠ ପୁତ୍ର । ଜେଜେବାପା ବାସୁଦେବ ଦାଶ ଥିଲେ ଜଣେ ଜଣାଶୁଣା ପୁରାଣ ପଣ୍ଡା । ବାପା କାର୍ତିକ ଦାଶ ମଧ୍ୟ ଜଣେ ପ୍ରତିଷ୍ଠିତ କର୍ମକାଣ୍ଡୀ ବ୍ରାହ୍ମଣ ଥିଲେ । ଘରେ ବିଭିନ୍ନ ପୁରାଣ ଆଲୋଚନା ଏବଂ ସଂସ୍କୃତ ତର୍କ ପ୍ରତିଦିନ ହେଉଥିଲା, ଯାହାର ପ୍ରଭାବ ଶୈଶବରୁ ପଡିଥିଲା ଦାମୋଦରଙ୍କ ଉପରେ ।