ହୋରି ରଙ୍ଗେ ବିହରି
ହୋରି ରଙ୍ଗେ ବିହରି
କବି- ଗୋପାଳକୃଷ୍ଣ ପଟ୍ଟନାୟକ
ରାଗ- ମୋହନା
ତାଳ- ରୂପକ
ହୋରି ରଙ୍ଗେ ବିହରି
କବି- ଗୋପାଳକୃଷ୍ଣ ପଟ୍ଟନାୟକ
ରାଗ- ମୋହନା
ତାଳ- ରୂପକ
ଜୁହାର ଶ୍ରୀଗୋପାଳ ବାଳଙ୍କୁ
କବି- ଗୋପାଳକୃଷ୍ଣ ପଟ୍ଟନାୟକ
ଶ୍ଲୋକ- ସଜଳଜଳଦନୀଳଂ ବଲ୍ଲବୀକେଳିଲୋଳଂ
ଶ୍ରିତସୁରତରୁମୂଳଂ ବିଦୁ୍ୟଦୁଲ୍ଲାସିଚେଳଂ
ନତସୁରମୁନିଜାଳଂ ସନ୍ମନୋବିମ୍ବଲୀଳଂ
ସୁରରିପୁକୁଳକାଳଂ ନୌମି ଗୋପାଳବାଳଂ
ରାଗ- ପାନ୍ତୁବରାଡ଼ି
ତାଳ- ରୂପକ
ଜୁହାର ଶ୍ରୀଗୋପାଳ ବାଳଙ୍କୁ । ସ୍ଥିର ତଡ଼ିତ ବୃନ୍ଦ
ମଦ ବିଡ଼ମ୍ବ ପୀତଚେଳଙ୍କୁ ପଦ
ସଲିଳ ସହିତ ଜଳଦନୀଳ । ପଶୁପୀନିବହ କେଳି ଲୋଳ
ସ୍ଥିତ ସୁମନସ ବିଟପୀ ମୂଳ । କୌଣପ କୁଳ କାଳଙ୍କୁ (୧)