Mayadhar Satpathy
ମାୟାଧର ଶତପଥି
ଗାୟକ ମଞ୍ଜୁଳ
ଗୋପୀନାଥପୁର
ବଡମ୍ବା, କଟକ
ବୟସ- 52 ବର୍ଷ
32 ବର୍ଷର ପାଲା ଅଭିଜ୍ଞତା
ମାୟାଧର ଶତପଥି
ଗାୟକ ମଞ୍ଜୁଳ
ଗୋପୀନାଥପୁର
ବଡମ୍ବା, କଟକ
ବୟସ- 52 ବର୍ଷ
32 ବର୍ଷର ପାଲା ଅଭିଜ୍ଞତା
ଗାୟକ ଚକ୍ରବର୍ତ୍ତୀ ମାୟାଧର ପ୍ରଧାନ
ପିତା- ବୁଧେଶ୍ୱର ପ୍ରଧାନ
ମାତା- ନିଶାମଣି ପ୍ରଧାନ
ଗ୍ରାମ- ବେଲେଶ୍ୱର ପାଟଣା
ପୋଷ୍ଟ- ବାଲିଗୁଆଳି
ଭୟା- ପୁରୀ
ଜିଲ୍ଲା- ପୁରୀ
ଜନ୍ନ- ୧୯୬୮ ମସିହା ମଇ ୩୦
ଶିକ୍ଷଗତ ଯୋଗ୍ୟତା, ମାଟ୍ରିକ
ସରକାରୀ କର୍ମନିଯୁକ୍ତି, ନାହିଁ
ବ୍ୟକ୍ତିଗତ ନିଶା, ପାଲା
ପାଲାଗୁରୁ, ସାରଙ୍ଗଧର ଜେନା, କାଳନ୍ଦୀଚରଣ ବାରିକ, ଜଗନ୍ନାଥ ବାରିକ
ପାଲା ଆରମ୍ଭ କାଳ- 1985 ମସିହା
ଗାୟକ କାବ୍ୟ କଲ୍ଲୋଳ ନରେନ୍ଦ୍ର କୁମାର ସାମଲ
କୁଶପଙ୍ଗି, ଡମପଡ଼ା, ବାଙ୍କୀ, କଟକ
ପାଲା ଗୁରୁ ଧର୍ମାନନ୍ଦ ଦୀକ୍ଷିତ, ଧନେଶ୍ୱର ବେହେରା, ନରୋତ୍ତମ ମହାପାତ୍ର
ସରୋଜ କୁମାର ପ୍ରଧାନ
ପିତା- ଶଙ୍କର ପ୍ରଧାନ
ମାତା- ପବନୀ ପ୍ରଧାନ
ଗ୍ରାମ- ଗୁଡୁପାଇଲୋ
ବ୍ଲକ- ଡେଲାଙ୍ଗ
ଜିଲ୍ଲା- ପୁରୀ
ପିନ୍- ୭୫୨୦୧୬
ମୋବାଇଲ- ୯୯୩୭୪୫୦୪୮୭
୯୩୩୭୪୨୮୬୪୬
ଶିକ୍ଷାଗତ ଯୋଗ୍ୟତା-ବାଣିଜ୍ୟ (ସ୍ନାତକ) ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ପୁରୀ
ଜନ୍ମ- ତା/୨୭/୫/୧୯୭୩
ପାଲା ଗୁରୁ- ବାଣିଶ୍ରୀ ବିନାୟକ ମିଶ୍ର
ପାଲା ଆରମ୍ଭ- ୧୯୯୨ ମସିହା ଗହ୍ମା ପୂର୍ଣ୍ଣିମା
ଗାୟକ କଲ୍ଲୋଳ ପ୍ରଫୁଲ୍ଲ ଆଚାର୍ଯ୍ୟ
ଗ୍ରାମ- ଗୋଳାପଙ୍କ
ପୋ-ତୁଳତୀ
ଜିଲ୍ଲା- ଯାଜପୁର
ଜନ୍ମ-06.03.1956
ଶିକ୍ଷା- ସଂସ୍କୃତ ସାହିତ୍ୟାଚାର୍ଯ୍ୟ
ପାଲା ଶିକ୍ଷା ଆରମ୍ଭ-1972
ପାଲା ଗୁରୁ- ଗାୟକ ଭୂଷଣ ଘନଶ୍ୟାମ ନାୟକ
- ଗାୟକ ଶେଖର ଜଗନ୍ନାଥ ବେହେରା
ଗାୟକ ଗୁଣନିଧି ବସନ୍ତ କୁମାର ମିଶ୍ର
ଗ୍ରାମ-ଗୋପୀନାଥପୁର ଶାସନ
ତିଗିରିଆ, କଟକ
ପିତା- ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ମାତା- ସୂର୍ଯ୍ୟମଣୀ ଦେବୀ
ପତ୍ନୀ-ଅନ୍ନପୂର୍ଣ୍ଣା ଦେବୀ
ଶିକ୍ଷାଗତ ଯୋଗ୍ୟତା- B.Sc.
ଜନ୍ମ- ତା 24.04.1960
ବୃତ୍ତି- ପାଲା ଗାୟନ
ପାଲା ଗୁରୁ- ଗାୟକ ସୂର୍ଯ୍ୟ, ରାଜକିଶୋର ମିଶ୍ର
1990 ମସିହାଠାରୁ ପାଲା ଗାୟନରେ ରତ ।
ଗାୟକ ବୀଣାକଣ୍ଠ ରଘୁନାଥ ଜେନାମଣି
ଗ୍ରାମ-ଗଡ଼ ମଳିପଡ଼ା
ଭୁବନେଶ୍ବର-3
ପିତା- ବୈଷ୍ଣବ ଚରଣ ଜେନାମଣି
ମାତା- ପାର୍ବତୀ ଦେବୀ
ଶିକ୍ଷାଗତ ଯୋଗ୍ୟତା- B.A. B.ED
ଜନ୍ମ- ତା 21.01.1956
ବୃତ୍ତି-ଶିକ୍ଷକତା
ପାଲା ଗୁରୁ- ଯଦୁମଣି ମହାପାତ୍ର ଓ ବଂଶୀଧର ମହାପାତ୍ର
1981ମସିହାଠାରୁ ସାରସ୍ବତ ସାଧନା ପାଲା ଗାୟନରେ ରତ । ଅନେକ ଅନୁଷ୍ଠାନ ଓ ସଂଗଠନଠାରୁ ପୁରସ୍କୃତ ଓ ପ୍ରଶଂସିତ ।
ଗାୟକ ମଞ୍ଜୁଳ ଅଲେଖ ଦାଶ
ପାଲା ଜଗତର ଅନନ୍ୟ କଳାକାର ଅଲେଖ ଦାଶ । ଉଭୟ ଓଡିଆ ଏବଂ ସଂସ୍କୃତ ସାହିତ୍ୟରେ ପାଣ୍ଡିତ୍ୟପୂର୍ଣ୍ଣ ପାଲା ପରିବେଷଣ କରି ଜନମାନସକୁ ମନ୍ତ୍ରମୁଗ୍ଧ କରିବାରେ ସେ ବେଶ୍ ସିଦ୍ଧହସ୍ତ । ୧୯୫୦ ମସିହା ଆଶାଢ ମାସରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ମହାନ୍ତିପଡା ଗ୍ରାମରେ ଅଲେଖ ଦାଶ ଜନ୍ମ ଗ୍ରହଣ କରିଥିଲେ । ବାପା ବନମାଳି ଦାଶ ଓ ମାଆ ଶୁକଦେବୀଙ୍କର ଦୁଇ ପୁଅ ଓ ଜଣେ ଝିଅଙ୍କ ଭିତରେ ସବୁଠୁ ସାନ ହେଉଛନ୍ତି ଅଲେଖ । ପିଲାଦିନରୁ ସାହିତ୍ୟ ସଙ୍ଗୀତ ପ୍ରତି ଥିଲା ଆକର୍ଷଣ । ବାପା ଜେଜେବାପା ଜଜମାନ ଥିବାରୁ ଘରେ ପୁରାଣ, ସାହିତ, ସଂସ୍କୃତର ଏକ ମାହୋଲ ରହିଥିଲା ।
ଗାୟକ ବାଣୀକଣ୍ଠ ବନମାଳି ପତି
ନିଆରା ଶୈଳୀରେ ପାଲା ଗାୟନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଗାୟକ ବନମାଳୀ ପତି । ପାଲା ଜଗତରେ ଯେଉଁ କେତେଜଣ ଗାୟକ ସୁମଧୁର କଣ୍ଠରେ ପାଲା ଗାୟନ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥାନ୍ତି ସେମାନଙ୍କ ମଧ୍ୟରେ ବନମାଳି ପତି ଅନ୍ୟତମ ।
ପଣ୍ଡିତ ନିତ୍ୟାନନ୍ଦ ବାରିକ