Puri

Mayadhar Pradhan

ଗାୟକ ଚକ୍ରବର୍ତ୍ତୀ ମାୟାଧର ପ୍ରଧାନ

ପିତା- ବୁଧେଶ୍ୱର ପ୍ରଧାନ 
ମାତା- ନିଶାମଣି ପ୍ରଧାନ 
ଗ୍ରାମ- ବେଲେଶ୍ୱର ପାଟଣା 
ପୋଷ୍ଟ- ବାଲିଗୁଆଳି 
ଭୟା- ପୁରୀ 
ଜିଲ୍ଲା- ପୁରୀ 
ଜନ୍ନ- ୧୯୬୮ ମସିହା ମଇ ୩୦  
ଶିକ୍ଷଗତ ଯୋଗ୍ୟତା, ମାଟ୍ରିକ 
ସରକାରୀ କର୍ମନିଯୁକ୍ତି, ନାହିଁ 
ବ୍ୟକ୍ତିଗତ ନିଶା, ପାଲା 
ପାଲାଗୁରୁ, ସାରଙ୍ଗଧର ଜେନା, କାଳନ୍ଦୀଚରଣ ବାରିକ, ଜଗନ୍ନାଥ ବାରିକ 
ପାଲା ଆରମ୍ଭ କାଳ- 1985 ମସିହା

 

Saroj Kumar Pradhan

ସରୋଜ କୁମାର ପ୍ରଧାନ
ପିତା- ଶଙ୍କର ପ୍ରଧାନ
ମାତା- ପବନୀ ପ୍ରଧାନ
ଗ୍ରାମ- ଗୁଡୁପାଇଲୋ
ବ୍ଲକ- ଡେଲାଙ୍ଗ
ଜିଲ୍ଲା- ପୁରୀ
ପିନ୍- ୭୫୨୦୧୬
ମୋବାଇଲ- ୯୯୩୭୪୫୦୪୮୭
                ୯୩୩୭୪୨୮୬୪୬
ଶିକ୍ଷାଗତ ଯୋଗ୍ୟତା-ବାଣିଜ୍ୟ (ସ୍ନାତକ) ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ପୁରୀ
ଜନ୍ମ- ତା/୨୭/୫/୧୯୭୩
ପାଲା ଗୁରୁ- ବାଣିଶ୍ରୀ  ବିନାୟକ ମିଶ୍ର 
ପାଲା ଆରମ୍ଭ- ୧୯୯୨ ମସିହା ଗହ୍ମା ପୂର୍ଣ୍ଣିମା

Banshidhar Dash

ଗାୟକ ବାସ୍ତବବାଦୀ ବଂଶୀଧର ଦାଶ
ଗ୍ରାମ- ପମସରା
ପୋ-କାଈରୀ
ଭାୟା-ପିପିଲି
ମୋ-7008285382, 9938044214

ଶିକ୍ଷାଗତ ଯୋଗ୍ୟତା- ବି.ଏ. ବିଇଡି
ପେଶା- ଶିକ୍ଷକତା, ପୌରହିତ୍ୟ
ନିଶା- ପାଲା ଗାୟନ
ପାଲା ଆରମ୍ଭ କାଳ- 11.02.1990
ଗୁରୁ- ଗାୟକ ପରମହଂସ ଶଙ୍କର ପଣ୍ଡା
        ଗାୟକ କୌସ୍ତୁଭ ରବୀନ୍ଦ୍ର କୁମାର ସାମନ୍ତରାୟ
ପିତା- ପଦ୍ମନାଭ ଦାଶ
ମାତା- ମନୋରମା ଦାଶ
ପତ୍ନୀ- ନମିତା ଦାଶ
2000-2001 ମସିହାରେ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଫେଲୋସିପ ପ୍ରାପ୍ତ 

2 Niranjan Bahinipati

ଗାୟକ ବିଦ୍ୟାସାଗର ନିରଞ୍ଜନ ବାହିନୀପତି

ଯୋଗ୍ୟ ପିତାଙ୍କର ସୁଯୋଗ୍ୟ ସନ୍ତାନ ଗାୟକ ବିଦ୍ୟାସାଗର ନିରଞ୍ଜନ ବାହିନୀପତି । ବାପା ଗାୟକ ବିଶାରଦ ମାର୍କଣ୍ଡେୟ ବାହିନୀପତି ଯେଭଳି ଜ୍ଞାନର ସାଗର ଥିଲେ ସେହିପରି ନିରଞ୍ଜନ ବାହିନୀପତି ମଧ୍ୟ ପାଲା ଜଗତରେ ଜଣେ ଉଜ୍ଜ୍ୱଳ ପ୍ରତିଭା । 

Kailas Chandra Pani

ଗାୟକ ଜ୍ଞାନଭୂଷଣ
ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପାଣି

ପିତା- ବୃନ୍ଦାବନ ପାଣି
ମାତା- ହାରାମଣି ପାଣି
ଗ୍ରାମ- ମାଣିତିରି, ଡାକ- ଷଡାଙ୍ଗୋଇ,
ବ୍ଲକ- ପିପିଲି,ଭାୟା- ଡେଲାଙ୍ଗ, ଜିଲ୍ଲା- ପୁରୀ
ପିନ୍- ୭୫୨୦୧୫
Mobile- ୯୪୩୭୯୫୮୧୦୬
             ୯୯୩୮୦୩୫୨୭୬
ଜନ୍ମ ତାରିଖ ୦୯/୦୯/୧୯୬୮
ଶିକ୍ଷାଗତ ଯୋଗ୍ୟତା-(+୨)ଆଇ.ଏ.
ପେଷା- କୌଳିକ ବୃତ୍ତି,ଚାଷ
ନିଶା- ପାଲାଗାୟକ
ପାଲା ଗୁରୁ-
ଗାୟକ ଚିନ୍ମୟ, ଭାଗବତ ଭୂଷଣ
       ଶ୍ରୀଯୁକ୍ତ ବଳଭଦ୍ର ପଣ୍ଡା
ପାଲା ଆରମ୍ଭ କାଳ-
        ୧୯୯୭ ମସିହା
         କୁମାରପୂର୍ଣିମା

2 Rabindra Kumar Samantray

ଗାୟକ କୌସ୍ତୁଭ ରବୀନ୍ଦ୍ର କୁମାର ସାମନ୍ତରାୟ 
 
ଗାୟକ ରତ୍ନ ଲୋକନାଥ କରଙ୍କ ପ୍ରସିଦ୍ଧ କୋଇଲି କବିତା ସେ ଯେତେବେଳେ ମଞ୍ଚରେ ଗାୟନ କରନ୍ତି ଉପସ୍ଥିତ ଦର୍ଶକଙ୍କ ଆଖି ଲୁହରେ ଭିଜିଯାଏ । ସେ ଯେଉଁ ମଞ୍ଚକୁ ପାଲା ଗାଇବାକୁ ଯାଆନ୍ତି ସବୁଠି ଲୋକଙ୍କର ଦାବି ଥାଏ ତାଙ୍କରି ମୁହଁରୁ କୋଇଲି ଶୁଣିବା ପାଇଁ । କରୁଣ ରସ ସମେତ ଭାବପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଦର୍ଶକଙ୍କୁ ବିଳମ୍ବିତ ରାତି ପର‌୍ୟ୍ୟନ୍ତ ବାନ୍ଧି ରଖୁଥିବା ଗାୟନାଚାର‌୍ୟ୍ୟ ହେଉଛନ୍ତି ଗାୟକ କୌସ୍ତୁଭ ରବୀନ୍ଦ୍ର କୁମାର ସାମନ୍ତରାୟ ।