କଣିଆଁଇ ଚାହାଁନାତୁ (ରମାକାନ୍ତ ମିଶ୍ରଶର୍ମ୍ମା)
ରସିକାପ୍ରତି ରସିକର ଉକ୍ତି
ଆଦ୍ୟେ"କ"ନିୟମେ
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା
ଜଟଣୀ, ଖୋର୍ଦ୍ଧା
କଣିଆଁଇ ଚାହାଁନାତୁ,
କରକ ରଦନୀ ବାଳା ।
କେକୀ ପୁଚ୍ଛ କୁନ୍ତଳା ତୋ,
ଚାହାଁଣି ମରମ ଜଳା ।।୦।।