ଗାୟକ ବୀଣାକଣ୍ଠ ରଘୁନାଥ ଜେନାମଣି
ଗ୍ରାମ-ଗଡ଼ ମଳିପଡ଼ା
ଭୁବନେଶ୍ବର-3
ପିତା- ବୈଷ୍ଣବ ଚରଣ ଜେନାମଣି
ମାତା- ପାର୍ବତୀ ଦେବୀ
ଶିକ୍ଷାଗତ ଯୋଗ୍ୟତା- B.A. B.ED
ଜନ୍ମ- ତା 21.01.1956
ବୃତ୍ତି-ଶିକ୍ଷକତା
ପାଲା ଗୁରୁ- ଯଦୁମଣି ମହାପାତ୍ର ଓ ବଂଶୀଧର ମହାପାତ୍ର
1981ମସିହାଠାରୁ ସାରସ୍ବତ ସାଧନା ପାଲା ଗାୟନରେ ରତ । ଅନେକ ଅନୁଷ୍ଠାନ ଓ ସଂଗଠନଠାରୁ ପୁରସ୍କୃତ ଓ ପ୍ରଶଂସିତ ।
Khordha
Raghunath Jenamani
2 Yudhisthira Parija
ଗାୟକ ସୁଧାକର ଯୁଧିଷ୍ଠିର ପରିଜା
Dandapani Barik
ଗାୟକ ତରଙ୍ଗ ଦଣ୍ଡପାଣି ବାରିକ
ଗ୍ରାମ- ହରିପୁର
ଭାୟା-ଭୂଷଣ୍ଡପୁର
ମୋ-7377344087
ଜନ୍ମ- 22.03.1947
ପିତା- ଗୁରୁବାରୀ ବାରିକ
ମାତା- ତଅପୋଇ ବାରିକ
ଶିକ୍ଷାଗତ ଯୋଗ୍ୟତା- ତୃତୀୟ
ପାଲା ଆରମ୍ଭ କାଳ- 11.02.1977
ଗୁରୁ- ଗାୟକ ପ୍ରଦୀପ ଭ୍ରମରବର ମହାରଣା
2 Sudarshan Mohapatra
ଗାୟକ ସାରସ ସୁଦର୍ଶନ ମହାପାତ୍ର
1R Narottam Mohapatra
ଗାୟକ ରତ୍ନ ନରୋତ୍ତମ ମହାପାତ୍ର
ସଂଭ୍ରାନ୍ତ ପରିବାରରେ ଜନ୍ମ, ଉଚ୍ଚ ଶିକ୍ଷିତ, ଚାହିଁଥିଲେ ବଡ ଚାକିରି କରିପାରିଥାନ୍ତେ, ହେଲେ ସେ ବାଛିନେଲେ କଳାକାରର ଜୀବନ । ସାହିତ୍ୟ ସାଧନାର ରାସ୍ତା ବାଛିନେଲେ । ଜଣେ ନିର୍ଭୀକ ପାଲା ଗାୟକ ଭାବେ ସାରା ଓଡିଶାରେ ପରିଚିତ ସେହି ବିରଳ ପ୍ରତିଭାର ଅଧିକାରୀ ହେଉଛନ୍ତି ଗାୟକ ରତ୍ନ ନରୋତ୍ତମ ମହାପାତ୍ର ।
2 Chakradhar Barik
ଗାୟକ ଅରୁଣ ଚକ୍ରଧର ବାରିକ
ଖୋର୍ଦ୍ଧା ଜିଲ୍ଲା ହରିପୁର ଗାଁରେ ୧୯୫୧ ମସିହା ନଭେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ଚକ୍ରଧର ବାରିକ । ବାପା ନୀଳକଣ୍ଠ ବାରିକ ଏବଂ ମାଆ ଯମୁନା ଦେଈଙ୍କର ତିନି ପୁଅ ଏବଂ ଦୁଇ ଝିଅଙ୍କ ମଧ୍ୟରେ ଜ୍ୟେଷ୍ଠ ପୁଅ ହେଉଛନ୍ତି ଚକ୍ରଧର । ପିଲାଦିନରୁ କଳା, ସାହିତ୍ୟ, ସଂସ୍କୃତି ଓ ପୁରାଣ ପ୍ରତି ଅହେତୁକ ଆଗ୍ରହ ରହିଥିଲା ଚକ୍ରଧରଙ୍କର । ମାଟ୍ରିକ ପାସ୍ କରିବା ପରେ ନିରାକାରପୁର କଲେଜରେ ବିଜ୍ଞାନ ଛାତ୍ରଭାବେ ପାଠ ପଢୁଥିଲେ, ଏହି ସମୟରେ ପାରିବାରିକ ସମସ୍ୟା କାରଣରୁ ତାଙ୍କୁ ପାଠପଢାରେ ଡୋରୀ ବାନ୍ଧିବାକୁ ପଡିଥିଲା । ୧୯୭୫ ମସିହାରେ ସେ ଭୁବନେଶ୍ୱର ସ୍ଥିତ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଓୟୁଏଟିରେ କିରାଣୀ ଭାବେ ଚାକିରି କଲେ ।
1W Prahallad Sahoo
ଗାୟକ ସମ୍ରାଟ୍ ପ୍ରହଲ୍ଲାଦ ସାହୁ