ଗାୟକ ସରୋଜ
ଅନନ୍ତ ଚରଣ ମହାପାତ୍ର
ପାଲା ଆକାଶର ଉଜ୍ଜ୍ବଳ ନକ୍ଷତ୍ର ଗାୟକ ସରୋଜ ଶ୍ରୀଯୁକ୍ତ ଅନନ୍ତ ଚରଣ ମହାପାତ୍ର । ମାଆ ସାରଳାଙ୍କ ବରପୁତ୍ର ଶ୍ରୀଯୁକ୍ତ ମହାପାତ୍ର ରାଜ୍ୟର ପୁରପଲ୍ଲୀରେ ପ୍ରତିଷ୍ଠା ଅର୍ଜନ କରିବା ସହ ଭାରତର ମହାମହୀମ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ, ଲାଲବାହାଦୂର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀଙ୍କ ଆଗରେ ପାଲା ପରିବେଷଣ କରି ସେମାନଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ଅତି ଚମତ୍କାର ଭାବେ ମନ୍ଦିରା ବାଦନ କରିବାରେ ସେଥିଲେ ଅଦ୍ବିତୀୟ ।
Cuttack
1K Ananta Moharana
Mayadhar Satpathy
ମାୟାଧର ଶତପଥି
ଗାୟକ ମଞ୍ଜୁଳ
ଗୋପୀନାଥପୁର
ବଡମ୍ବା, କଟକ
ବୟସ- 52 ବର୍ଷ
32 ବର୍ଷର ପାଲା ଅଭିଜ୍ଞତା
Narendra Kumar Samal
ଗାୟକ କାବ୍ୟ କଲ୍ଲୋଳ ନରେନ୍ଦ୍ର କୁମାର ସାମଲ
କୁଶପଙ୍ଗି, ଡମପଡ଼ା, ବାଙ୍କୀ, କଟକ
ପାଲା ଗୁରୁ ଧର୍ମାନନ୍ଦ ଦୀକ୍ଷିତ, ଧନେଶ୍ୱର ବେହେରା, ନରୋତ୍ତମ ମହାପାତ୍ର
Basant Kumar Mishra
ଗାୟକ ଗୁଣନିଧି ବସନ୍ତ କୁମାର ମିଶ୍ର
ଗ୍ରାମ-ଗୋପୀନାଥପୁର ଶାସନ
ତିଗିରିଆ, କଟକ
ପିତା- ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ମାତା- ସୂର୍ଯ୍ୟମଣୀ ଦେବୀ
ପତ୍ନୀ-ଅନ୍ନପୂର୍ଣ୍ଣା ଦେବୀ
ଶିକ୍ଷାଗତ ଯୋଗ୍ୟତା- B.Sc.
ଜନ୍ମ- ତା 24.04.1960
ବୃତ୍ତି- ପାଲା ଗାୟନ
ପାଲା ଗୁରୁ- ଗାୟକ ସୂର୍ଯ୍ୟ, ରାଜକିଶୋର ମିଶ୍ର
1990 ମସିହାଠାରୁ ପାଲା ଗାୟନରେ ରତ ।
Ugrasen Padhi
ଗାୟକ ବାଣୀଭାସ୍କର ଉଗ୍ରସେନ ପାଢୀ
2 Surendranath Chhotray
ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ
ପାଲା ଜଗତରେ ଏକ ପରିଚିତ ନାଁ ସୁରେନ୍ଦ୍ରନାଥ ଛୋଟରାୟ । ଜଣେ ବେଦବିତ୍ ପଣ୍ଡିତ ଗାୟକ ସହ ସୁସଂଗଠକ ଭାବରେ ସାରା ରାଜ୍ୟରେ ପରିଚିତ । କଟକ ଜିଲ୍ଲା ଫୁଲନଖରା ନିକଟବର୍ତ୍ତୀ ଗୁଆଳି ଗ୍ରାମରେ ୧୯୪୬ ମସିହା ଅକ୍ଟୋବର ୨୨ ତାରିଖରେ ସୁରେନ୍ଦ୍ରନାଥ ଜନ୍ମଗ୍ରହଣ କରିଥିଲେ । ବାପା ଧନେଶ୍ୱର ଛୋଟରାୟ ଏବଂ ମାଆ ଶଙ୍କୀ ଦେବୀ । ପିଲାଟି ଦିନରୁ ସେ ନୃତ୍ୟ ଓ ସଙ୍ଗୀତ ପ୍ରତି ଆକୃଷ୍ଠ ହୋଇପଡିଥିଲେ । ୧୯୬୧ ମସିହାରେ ସୁନ୍ଦର ଗ୍ରାମ ହାଇସ୍କୁଲରେ ପଢୁଥିବା ସମୟରେ ସେ ବିଭିନ୍ନ ନାଟକରେ ଅଭିନୟ କରି ନିଜର କଳା ପ୍ରତିଭାର ପରିଚୟ ଦେଇଥିଲେ ।
Madanmohan Jena
ଗାୟକ ସିଦ୍ଧାନ୍ତଦର୍ଶୀ ମଦନମୋହନ ଜେନା